ବିଦେଶରୁ ଆସି ପଞ୍ଜୀକରଣ କଲେ ପ୍ରୋତ୍ସାହନ ପାଇବେ ୧୫ ହଜାର ଟଙ୍କା

ଭୁବନେଶ୍ୱର: ବିଦେଶରୁ ଆସୁଥିବା ବ୍ୟକ୍ତିମାନଙ୍କ ପାଇଁ ପଞ୍ଜୀକରଣକୁ ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର। ଯେଉଁ ବ୍ୟକ୍ତିମାନେ ବିଦେଶ ଗସ୍ତ ଶେଷ କରି ଓଡ଼ିଶାରେ ପହଞ୍ଚିବା ପରେ ନିଜର ନାମ ପଞ୍ଜୀକରଣ କରିବେ, ସେମାନେ ୧୫ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ପାଇପାରିବେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ପ୍ରେସ୍‌ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି। ବିଜ୍ଞପ୍ତିରେ କୁହାଯାଇଛି ଯେ, ଅସାଧାରଣ ପରିସ୍ଥିତିରେ ଅସାଧାରଣ ପଦକ୍ଷେପ ଜରୁରୀ ଅଟେ। ଓଡ଼ିଶାବାସୀକୁ ସୁରକ୍ଷିତ ରଖିବା … Continue reading ବିଦେଶରୁ ଆସି ପଞ୍ଜୀକରଣ କଲେ ପ୍ରୋତ୍ସାହନ ପାଇବେ ୧୫ ହଜାର ଟଙ୍କା